ଶ୍ରୁତି ମୂଳ Ṡruti mūḻa

  • ସଂ. ବି—( 6 ଷ୍ଠୀ ତତ୍) — କାନମୁଣ୍ଡା; କର୍ଣ୍ଣମୂଳ — The root of the ear
  • ସଂ. ବି—( 6 ଷ୍ଠୀ ତତ୍) — ବହୁବ୍ରୀହି; ଶ୍ରୁତି=ବେଦ ଅଟେ ମୂଳ ଯାହାର)—ଯଜ୍ଞ — Vedic oblations to fire