ଶ୍ରୁତି କଟୁ Ṡruti kaṭu

  • ସଂ. ବିଣ ( 7 ମୀ ତତ୍; ଶ୍ରୁତିରେ କଟୁ ବା ଅପ୍ରିୟ) — କଠୋର ଶବ୍ଦବିଶିଷ୍ଟ; ଦୁଃଶ୍ରବ; ଶୁଣିବାକୁ ଅପ୍ରିୟ ବା କର୍କଶ; ଦୁଃଶ୍ରାବ୍ୟ — Unpalatable to the ear; jarring to the ear; harse to hear; cacophonous