ଶ୍ରୁତାର୍ଥ Ṡrutārtha
- ସଂ. ବିଣ—(ବହୁବ୍ରୀହି; ଶ୍ରୁତ+ଅର୍ଥ) — ଶୁଣିବା ମାତ୍ରେ ଯହିଁର ଅର୍ଥ ବୁଝାଯାଏ — Easily understood; of which the meaning is understood as soon as it is heard
- ସଂ. ବି—(କର୍ମଧା) — ଶୁଣିବା ମାତ୍ରକେ ବୁଝା ଯିବା ଅର୍ଥ — The meaning which is understood immediately on hearing a word