ଶ୍ରୁତାନ୍ୱିତ Ṡrutāniwita

  • ସଂ. ବିଣ. ପୁଂ—( 3 ୟା ତତ୍; ଶ୍ରୁତ=ବେଦ, ଶାସ୍ତ୍ରଦ୍ୱାରା ଅନ୍ୱିତ=ଯୁକ୍ତ) — ବେଦଜ୍ଞ — Versed in the Bedas
  • ସଂ. ବିଣ. ପୁଂ—( 3 ୟା ତତ୍; ଶ୍ରୁତ=ବେଦ, ଶାସ୍ତ୍ରଦ୍ୱାରା ଅନ୍ୱିତ=ଯୁକ୍ତ) — ଶାସ୍ତ୍ରଜ୍ଞ — Versed in religious lore
  • ସଂ. ବିଣ. ପୁଂ—( 3 ୟା ତତ୍; ଶ୍ରୁତ=ବେଦ, ଶାସ୍ତ୍ରଦ୍ୱାରା ଅନ୍ୱିତ=ଯୁକ୍ତ) — ପଣ୍ଡିତ; ବିଦ୍ୱାନ୍ — Learned