ଶ୍ରୁତଶାଳୀ Ṡruta sāḻi

  • ସଂ. ବି. ପୁଂ—(ଶ୍ରୁତଶଳିନ୍ ଶବ୍ଦ; 1 ମା. 1 ବ; ଶ୍ରୁତ= ବେଦ, ଶାସ୍ତ୍ର+ଶାଳିନ୍) — ପଣ୍ଡିତ; ବୁଧ — A learned man
  • ବିଣ. ପୁଂ — ବିଦ୍ୱାନ୍ — Learned