ଶ୍ରୁତ ବୋଧ Ṡruta bodha

  • ସଂ. ବି—(ନାମ) — (ଯେଉଁ ଗ୍ରନ୍ଥକୁ ଶୁଣିବା ମାତ୍ରକେ ପାଠକ ଛନ୍ଦମାନଙ୍କର ଲକ୍ଷଣ ଜାଣି ପାରିବେ) ମହାକବି କାଳିଦାସ କୃତ ସଂସ୍କୃତ ଛନ୍ଦୋଗ୍ରନ୍ଥ ବିଶେଷ — A Sanscrit work on metre by poet Kāḻidāsa