ଶ୍ରୁତ ଧର Ṡruta dhara

  • ସଂ. ବି. ଓ ବିଣ. ପୁଂ—(ଶ୍ରୁତ=ଶ୍ରୁତ ଶବ୍ଦ+ଧୃ ଧାତୁ+ କର୍ତ୍ତୃ. ଅ) — ଶ୍ରୁତିଧର (ଦେଖ) — Ṡrutidhara (See)
  • ବି.—(ନାମ) — ଜୟଦେବଙ୍କ ଗୀତଗୋବିନ୍ଦରେ ଉଲ୍ଲିଖିତ ସ୍ୱର୍ଗତ ଜଣେ କବି — Name of a Sanscrit poet mentioned by Jayadeba