ଶ୍ରୀ Ṡrī

  • ସଂ. ବି. ସ୍ତ୍ରୀ— (ଶ୍ରି ଧାତୁ= ସେବା କରିବା + କର୍ମ. କ୍ୱିପ୍, ଇ. ସ୍ଥାନରେ ଈ ଆଗମ; ଯାହାଙ୍କୁ ସମସ୍ତେ ସେବା କରନ୍ତି) — ଲକ୍ଷ୍ମୀ; ଧନ ସମ୍ପତ୍ତିର ଅଧିଷ୍ଠାତ୍ରୀ ଦେବୀ; ବିଷ୍ଣୁଙ୍କ ସ୍ତ୍ରୀ — The Goddess presiding over riches or prosperity
  • ସଂ. ବି. ସ୍ତ୍ରୀ— (ଶ୍ରି ଧାତୁ= ସେବା କରିବା + କର୍ମ. କ୍ୱିପ୍, ଇ. ସ୍ଥାନରେ ଈ ଆଗମ; ଯାହାଙ୍କୁ ସମସ୍ତେ ସେବା କରନ୍ତି) — ବିଭୂତି; ଐଶ୍ୱର୍ଯ୍ୟ — Supernatural majestly; divine glory; dignity
  • ସଂ. ବି. ସ୍ତ୍ରୀ— (ଶ୍ରି ଧାତୁ= ସେବା କରିବା + କର୍ମ. କ୍ୱିପ୍, ଇ. ସ୍ଥାନରେ ଈ ଆଗମ; ଯାହାଙ୍କୁ ସମସ୍ତେ ସେବା କରନ୍ତି) — ସମ୍ପଦ; ସମ୍ପତ୍ତି; ସୌଭାଗ୍ୟ; ବିଭବ — Fortune; wealth; plenty; affluence; prosperity
  • ସଂ. ବି. ସ୍ତ୍ରୀ— (ଶ୍ରି ଧାତୁ= ସେବା କରିବା + କର୍ମ. କ୍ୱିପ୍, ଇ. ସ୍ଥାନରେ ଈ ଆଗମ; ଯାହାଙ୍କୁ ସମସ୍ତେ ସେବା କରନ୍ତି) — ଶୋଭା; ଲାବଣ୍ୟ; ସୌନ୍ଦର୍ଯ୍ୟ — Beauty; grace; elegance
  • ସଂ. ବି. ସ୍ତ୍ରୀ— (ଶ୍ରି ଧାତୁ= ସେବା କରିବା + କର୍ମ. କ୍ୱିପ୍, ଇ. ସ୍ଥାନରେ ଈ ଆଗମ; ଯାହାଙ୍କୁ ସମସ୍ତେ ସେବା କରନ୍ତି) — ଆଲୋକ — Light; radiance
  • ସଂ. ବି. ସ୍ତ୍ରୀ— (ଶ୍ରି ଧାତୁ= ସେବା କରିବା + କର୍ମ. କ୍ୱିପ୍, ଇ. ସ୍ଥାନରେ ଈ ଆଗମ; ଯାହାଙ୍କୁ ସମସ୍ତେ ସେବା କରନ୍ତି) — ଔଜ୍ଜଲ୍ୟ; ଦୀପ୍ତି; ଉଜ୍ଜ୍ୱଳତା — Lustre; brightness; splendour; brilliance
  • ସଂ. ବି. ସ୍ତ୍ରୀ— (ଶ୍ରି ଧାତୁ= ସେବା କରିବା + କର୍ମ. କ୍ୱିପ୍, ଇ. ସ୍ଥାନରେ ଈ ଆଗମ; ଯାହାଙ୍କୁ ସମସ୍ତେ ସେବା କରନ୍ତି) — ଯଶଃ; କୀର୍ତ୍ତି — Fame; glory, renown
  • ସଂ. ବି. ସ୍ତ୍ରୀ— (ଶ୍ରି ଧାତୁ= ସେବା କରିବା + କର୍ମ. କ୍ୱିପ୍, ଇ. ସ୍ଥାନରେ ଈ ଆଗମ; ଯାହାଙ୍କୁ ସମସ୍ତେ ସେବା କରନ୍ତି) — ବୃଦ୍ଧି — Increase; growth
  • ସଂ. ବି. ସ୍ତ୍ରୀ— (ଶ୍ରି ଧାତୁ= ସେବା କରିବା + କର୍ମ. କ୍ୱିପ୍, ଇ. ସ୍ଥାନରେ ଈ ଆଗମ; ଯାହାଙ୍କୁ ସମସ୍ତେ ସେବା କରନ୍ତି) — ସିଦ୍ଧି — Accomplishment; success
  • ସଂ. ବି. ସ୍ତ୍ରୀ— (ଶ୍ରି ଧାତୁ= ସେବା କରିବା + କର୍ମ. କ୍ୱିପ୍, ଇ. ସ୍ଥାନରେ ଈ ଆଗମ; ଯାହାଙ୍କୁ ସମସ୍ତେ ସେବା କରନ୍ତି) — ବେଶ ବିନ୍ୟାସ — Toilet; harmonious putting on of one's dress
  • ସଂ. ବି. ସ୍ତ୍ରୀ— (ଶ୍ରି ଧାତୁ= ସେବା କରିବା + କର୍ମ. କ୍ୱିପ୍, ଇ. ସ୍ଥାନରେ ଈ ଆଗମ; ଯାହାଙ୍କୁ ସମସ୍ତେ ସେବା କରନ୍ତି) — ସରସ୍ୱତୀ; ବିଦ୍ୟାର ଅଧିଷ୍ଠାତ୍ରୀଦେବୀ (ଲକ୍ଷ୍ମୀଙ୍କ ସପତ୍ନୀ) — The Goddess of learning (a wife of Bishṇu)
  • ସଂ. ବି. ସ୍ତ୍ରୀ— (ଶ୍ରି ଧାତୁ= ସେବା କରିବା + କର୍ମ. କ୍ୱିପ୍, ଇ. ସ୍ଥାନରେ ଈ ଆଗମ; ଯାହାଙ୍କୁ ସମସ୍ତେ ସେବା କରନ୍ତି) — ବୁଦ୍ଧି — The understanding; intelligence; intellect