ଶ୍ରୀହସ୍ତ Ṡrīhasta

  • ସଂ. ବି—(ମ. ପ. ଲୋ, ଶ୍ରୀଯୁକ୍ତ ହସ୍ତ) — ଦେବତା ଓ ରାଜା ଆଦିଙ୍କ ହସ୍ତ; ମାନ୍ୟ ବ୍ଯକ୍ତିଙ୍କ ହସ୍ତ — (Euphemism) The hand of an idol or of a king or of a high personage
  • ଦେ. ବି — (ବ୍ୟଙ୍ଗ୍ୟ) ସ୍ୱହସ୍ତ — One's own hand
  • ଦେ. ବି — [ଯଥା—ଶ୍ରୀହସ୍ତରେ ଏ ପାନଖଣ୍ଡ ଭାଙ୍ଗି ଆପଣଙ୍କ ପାଇଁ ଆଣିଛି।]