ଶ୍ରୀହର୍ଷ Ṡrī harsha
- ଦେ. ବି—(ନାମ) — ସଂସ୍କୃତ କାବ୍ୟ ନୈଷଧଚରିତ ପ୍ରଣେତା କବି — The name of the poet of the Sanscrit poem Na̲i̱shadha charita
- ଦେ. ବି—(ନାମ) — [ଦ୍ର—ବଙ୍ଗାଧିପତି ଆଦିଶୂର ଯଜ୍ଞ କରିବା ପାଇଁ 5 ଜଣ ବ୍ରାହ୍ମଣଙ୍କୁ କାନ୍ଯକୁବ୍ଜରୁ ଆଣିଥିଲେ, ଶ୍ରୀହର୍ଷ ତାଙ୍କ ମଧ୍ୟରୁ ଜଣେ।] — [ଦ୍ର—ବଙ୍ଗାଧିପତି ଆଦିଶୂର ଯଜ୍ଞ କରିବା ପାଇଁ5ଜଣ ବ୍ରାହ୍ମଣଙ୍କୁ କାନ୍ଯକୁବ୍ଜରୁ ଆଣିଥିଲେ, ଶ୍ରୀହର୍ଷ ତାଙ୍କ ମଧ୍ୟରୁ ଜଣେ]
- ଦେ. ବି—(ନାମ) — କାନ୍ଯକୁବ୍ଜର ରାଜା ଓ ନାଗାନନ୍ଦ, ପ୍ରିୟଦର୍ଶିକା ଓ ରତ୍ନାବଳୀ ନାମକ ନାଟକ ମାନଙ୍କ ପ୍ରଣେତା ହର୍ଷବର୍ଦ୍ଧନ ରାଜାଙ୍କର ଉପନାମ — An alias (nom-de-plume) of the King Harshabarddhana
- ଦେ. ବି—(ନାମ) — [ଦ୍ର—ହର୍ଷବର୍ଦ୍ଧନ ତଳେ ନୋଟ ଦେଖ।]