ଶ୍ରୀହଟ ପାଟଣା Ṡrīhaṭā pāṭaṇā

  • ଦେ. ବି. — ଅଣାକାର ମତବାଦୀଙ୍କ ମତରେ ଦେହ ମଧ୍ୟରେ କାଉଁରୀ ମଣ୍ଡଳ ଉପରେ ଥିବା ସ୍ଥାନ; ବ୍ରହ୍ମର ଅବସ୍ଥିତି ସ୍ଥାନ — The imaginary seat of The Supreme Being or Brahman inside the human body
  • ଦେ. ବି. — [ଉ—ତହିଁ ଉପରେ ଶ୍ରୀହଟ ପାଟଣା, ଆଦି ପୁରୁଷର ତହିରେ ଠଣା—ପ୍ରାଚୀ, ପରଚେଗୀତା।]