ଶ୍ରୀରଙ୍ଗ Ṡrīraṅga
- ସଂ. ବି (ଶ୍ରା=ଲକ୍ଷ୍ମୀ+ରନ୍କ୍ ଧାତୁ=ମୁଗ୍ଧ କରିବା; ରଞ୍ଜିତ କରିବା+କର୍ତ୍ତୃ. ଅ; ଯେ ଲକ୍ଷ୍ମୀଙ୍କୁ ମୋହିତ କରନ୍ତି ବା ବେଶ କରନ୍ତି) — ବିଷ୍ଣୁ — Bishṇu
- ଦେ. ବି — ଶ୍ରୀ ରଙ୍ଗନାଥ (ଦେଖ) — Ṡrī Raṅganātha (See)
- ଦେ. ବି — ଶ୍ରୀରଙ୍ଗ ପତ୍ତନ (ଦେଖ) — Ṡrīraṅga pattana (See)