ଶ୍ରୀଯୁତ Ṡrīj̄uta

  • ସଂ. ବିଣ ( 3 ୟା ତତ୍; ଶ୍ରୀ ଦ୍ୱାରା ଯୁକ୍ତ, ଯୁତ) — ଶ୍ରୀମାନ୍; ଲକ୍ଷ୍ମୀବାନ୍; ଭାଗ୍ୟବାନ୍ — Possessed of Ṡrī; glorious; beautiful; prosperous; fortunate
  • ସଂ. ବିଣ ( 3 ୟା ତତ୍; ଶ୍ରୀ ଦ୍ୱାରା ଯୁକ୍ତ, ଯୁତ) — ଶୋଭାସମ୍ପନ୍ନ — Graceful; beautiful
  • ଦେ. ବି — ମାନାର୍ହ ଜୀବିତ ବ୍ଯକ୍ତିମାନଙ୍କ ନାମ ପୂର୍ବରେ ବ୍ଯବହୃତ ବିଶେଷଣ — An epithet prefixed to the name of a living respectable person
  • ଦେ. ବି — [ଦ୍ର—ରାଜା ଓ ଗୁରୁଜନଙ୍କ ନାମ ପୂର୍ବରେ ଶ୍ରୀଯୁକ୍ତ ବସେ। ପ୍ରଜା ଓ ଶିଷ୍ୟାଦିଙ୍କ ନାମ ପୂର୍ବରେ ଶ୍ରୀମାନ୍ ବସେ।]