ଶ୍ରୀମୁଖ ସିଂହାରୀ ସେବକ Ṡrīmukha siṁhāri sebaka

  • ଦେ. ବି — ଶ୍ରୀ ଜଗନ୍ନାଥଙ୍କ ସେବାକାରି ବିଶେଷ — A class of attendants of the Deity Jagannātha at Puri who attend to the toilet the idols
  • ଦେ. ବି — [ଦ୍ର— ଏ ଶ୍ରୀମୁଖ ପୋଛେ, ଖଡ଼ିଲାଗି କରାଏ, ବନକଲାଗି କରାଏ ଏବଂ ନେତ୍ରୋତ୍ସବ ଯାତ୍ରା ବେଳେ କଳା ଡୋଳା ଦିଏ ଇତ୍ୟାଦି—ଜଗବନ୍ଧୁ, ପ୍ରାଚୀନ ଉତ୍କଳ।]