ଶ୍ରୀମାନ୍ Ṡrīmān

  • ସଂ. ବିଣ. ପୁଂ (ଶ୍ରୀ=ସମ୍ପତ୍ତି ସୌନ୍ଦର୍ଯ୍ୟ+ଅଛିଅର୍ଥେ ମତ୍, ଶ୍ରୀମତ୍ ଏକବଚନର ଆକୃତି; ସଂସ୍କୃତି ଶ୍ରୀମତ୍ ଶବ୍ଦର ପୁଂଲିଙ୍ଗ) — ଭାଗ୍ୟବାନ୍ — Fortunate
  • ସଂ. ବିଣ. ପୁଂ (ଶ୍ରୀ=ସମ୍ପତ୍ତି ସୌନ୍ଦର୍ଯ୍ୟ+ଅଛିଅର୍ଥେ ମତ୍, ଶ୍ରୀମତ୍ ଏକବଚନର ଆକୃତି; ସଂସ୍କୃତି ଶ୍ରୀମତ୍ ଶବ୍ଦର ପୁଂଲିଙ୍ଗ) — ଶ୍ରୀଯୁକ୍ତ — Having Ṡrī; glorious
  • ସଂ. ବିଣ. ପୁଂ (ଶ୍ରୀ=ସମ୍ପତ୍ତି ସୌନ୍ଦର୍ଯ୍ୟ+ଅଛିଅର୍ଥେ ମତ୍, ଶ୍ରୀମତ୍ ଏକବଚନର ଆକୃତି; ସଂସ୍କୃତି ଶ୍ରୀମତ୍ ଶବ୍ଦର ପୁଂଲିଙ୍ଗ) — ଐଶ୍ୱର୍ଯ୍ୟଶାଳୀ; ଧନୀ — Rich
  • ସଂ. ବିଣ. ପୁଂ (ଶ୍ରୀ=ସମ୍ପତ୍ତି ସୌନ୍ଦର୍ଯ୍ୟ+ଅଛିଅର୍ଥେ ମତ୍, ଶ୍ରୀମତ୍ ଏକବଚନର ଆକୃତି; ସଂସ୍କୃତି ଶ୍ରୀମତ୍ ଶବ୍ଦର ପୁଂଲିଙ୍ଗ) — ସୁନ୍ଦର; ସୁଶ୍ରୀ — Beautiful
  • ସଂ. ବିଣ. ପୁଂ (ଶ୍ରୀ=ସମ୍ପତ୍ତି ସୌନ୍ଦର୍ଯ୍ୟ+ଅଛିଅର୍ଥେ ମତ୍, ଶ୍ରୀମତ୍ ଏକବଚନର ଆକୃତି; ସଂସ୍କୃତି ଶ୍ରୀମତ୍ ଶବ୍ଦର ପୁଂଲିଙ୍ଗ) — [ଦ୍ର—ଏହା ସମ୍ମାନପାତ୍ର ଓ ସ୍ନେହପାତ୍ରମାନଙ୍କ ନାମ ପୂର୍ବରେ ଯୁକ୍ତ ହୁଏ। ଏହା ଅନ୍ଯ ଶବ୍ଦ ସଙ୍ଗେ ସମାସରେ ଯୁକ୍ତ ହେଲେ 'ଶ୍ରୀମତ୍' ରୂପ ରହେ।
  • ସଂ. ବିଣ. ପୁଂ (ଶ୍ରୀ=ସମ୍ପତ୍ତି ସୌନ୍ଦର୍ଯ୍ୟ+ଅଛିଅର୍ଥେ ମତ୍, ଶ୍ରୀମତ୍ ଏକବଚନର ଆକୃତି; ସଂସ୍କୃତି ଶ୍ରୀମତ୍ ଶବ୍ଦର ପୁଂଲିଙ୍ଗ) — ଯଥା—ଶ୍ରୀମନ୍ନହାରାଜ, ଶ୍ରୀମନ୍ନାରାୟଣ, ଶ୍ରୀମନ୍ନୁକୁନ୍ଦ, ଶ୍ରୀମଦ୍ରାଧା, ଶ୍ରୀମଦ୍ରାଧାଗୋବିନ୍ଦ, ଶ୍ରୀମଦ୍ଗୁରୁଦେବ, ଶ୍ରୀମଦ୍ ଗୋବିନ୍ଦ, ଶ୍ରୀମଦ୍ଦୁର୍ଗା ଇତ୍ୟାଦି।]
  • ସଂ. ବିଣ. ପୁଂ (ଶ୍ରୀ=ସମ୍ପତ୍ତି ସୌନ୍ଦର୍ଯ୍ୟ+ଅଛିଅର୍ଥେ ମତ୍, ଶ୍ରୀମତ୍ ଏକବଚନର ଆକୃତି; ସଂସ୍କୃତି ଶ୍ରୀମତ୍ ଶବ୍ଦର ପୁଂଲିଙ୍ଗ) — ପୁରୁଷଙ୍କ ନାମ ପୂର୍ବରେ ବ୍ଯବହୃତ ଶବ୍ଦ — A word prefixed to the name of a male
  • ବି — ତିଳକବୃକ୍ଷ — Name of a tree
  • ବି — ବିଷ୍ଣୁ — Bishṇu
  • ବି — କୁବେର — The God guarding the wealth
  • ବି — ଅଶ୍ୱତ୍ଥ ବୃକ୍ଷ — The religious fig tree
  • ବି — ଶିବ — Ṡiba