ଶ୍ରୀମନ୍ତ ସୌଦାଗର Ṡrīmanta sa̲u̲dāgara
- ଦେ. ବି (ନାମ) — ବଙ୍ଗୀୟ କବିକଙ୍କଣଙ୍କ ଚଣ୍ଡୀରେ ବର୍ଣ୍ଣିତ ମହାଜନ — Name of a merchant whose exploits have been mentioned in a Bengalee book Chandi by Kabikaṅkaṇa
- ଦେ. ବି (ନାମ) — [ଦ୍ର—ଏ ଧନପତି ସଉଦା— ଗରଙ୍କ ପୁତ୍ର ଥିଲେ। ଏହାଙ୍କ ପିତା ସିଂହଳ ରାଜାଙ୍କଦ୍ୱାରା କାରାରୁଦ୍ଧ ହୋଇଥିଲେ। ଏ ବାଣିଜ୍ୟ ଯାତ୍ରା କରି ଜାହାଜରେ ସିଂହଳକୁ ଯାଇ ରାଜାଙ୍କୁ ପ୍ରସନ୍ନ କରି ପିତାଙ୍କୁ ମୁକୁଳାଇ ଆଣିଥିଲେ।]