ଶ୍ରୀମଦ୍ଭାଗବତ Ṡrīmadbhāgabata

  • ସଂ. ବି (ସମ୍ମନାର୍ଥରେ 'ଭାଗବତ' ଶବ୍ଦ ପୂର୍ବରେ 'ଶ୍ରୀମତ୍' ଶବ୍ଦଯୋଗ ଓ ସନ୍ଧି) — ପୂଜାର୍ହ ଭାଗବତ ପୁରାଣ — The revered Purāṇa of Bhāgabata
  • ସଂ. ବି (ସମ୍ମନାର୍ଥରେ 'ଭାଗବତ' ଶବ୍ଦ ପୂର୍ବରେ 'ଶ୍ରୀମତ୍' ଶବ୍ଦଯୋଗ ଓ ସନ୍ଧି) — [ଦ୍ର—ଏହିପରି ଅନ୍ଯାନ୍ୟ ପୁରାଣ ଓ ଶାସ୍ତ୍ର ଆଦି ପୂର୍ବରେ ଶ୍ରୀମତ୍ ଶବ୍ଦ ଯୁକ୍ତ ହୋଇ ସନ୍ଧି ହୁଏ। ଯଥା—ଶ୍ରୀମଦ୍ରାମାୟଣ, ଶ୍ରୀମଦ୍ଭଗବତଗୀତା, ଶ୍ରୀମନ୍ ମହାଭାରତ, ଶ୍ରୀମଦଧ୍ୟାତ୍ମ ରାମାୟଣ ଇତ୍ୟାଦି।]