ଶ୍ରୀମତି ମହାରାଣୀ Ṡrīmatī mahārāṇī

  • ଦେ. ବି. ସ୍ତ୍ରୀ—(ସଂ. ଶ୍ରୀମତି ଓ ମହାରାଣୀ) — ସ୍ୱର୍ଗୀୟା ଭାରତସାମ୍ରାଜ୍ଞୀ ଭିକ୍ଟୋରିୟାଙ୍କୁ ଭାରତୀୟମାନଙ୍କଦ୍ୱାରା ପ୍ରଦତ୍ତ ନାମ — A name by which the late queen Victoria is called by the Indians