ଶ୍ରୀବଦ Ṡrībada

  • ସଂ. ବିଣ. ଓ ବି (ଶ୍ରୀ= ଶୁଭ+ବଦ୍ ଧାତୁ=କହିବା+ କର୍ତ୍ତୃ. ଅ) — ଭାବୀ ଶୁଭଫଳବକ୍ତା (ପକ୍ଷୀ) (ବିଶ୍ୱକୋଷ) — (A bird) which augurs good luck