ଶ୍ରୀତାଳ Ṡrītāḻa

  • ସଂ. ବି (ବୈଦ୍ଯକ) — ମଳୟ ଦେଶ ପ୍ରସିଦ୍ଧ ତାଳ ବୃକ୍ଷ — A plamyra tree of the Maḻaya peninsula and south India
  • ସଂ. ବି (ବୈଦ୍ଯକ) — [ଦ୍ର— ଏଥିର ଫଳ ଈଷତ୍ କଷାୟ ମଧୁରସରସ, ଶୀତଳ, କଫବର୍ଦ୍ଧକ, ପିତ୍ତନାଶକ ଓ ସାମାନ୍ୟ ବାୟୁପ୍ରକୋପକ ଅଟେ।