ଶ୍ରୀଚରଣକମଳେଷୁ Ṡricharaṇa kamaḻeshu
- ସଂ. ଅ (ସଂସ୍କୃତ ସପ୍ତମୀ ବିଭକ୍ତି; ବହୁବଚନ ଶ୍ରୀଚରଣମାନଙ୍କରେ; ମାନ୍ୟାର୍ଥେ ବହୁବଚନ ଅର୍ଥ) — ପତ୍ରାଦିର ଶିରୋନାମାରେ ଯାହାଙ୍କ ନିକଟକୁ ପତ୍ର ଲେଖାଯାଏ ତାଙ୍କ ନାମ ବା ଉପାଧି ପ୍ରଭୃତିର ପରେ ଲେଖାଯିବା ଶବ୍ଦ — A concluding word written at the end of the heading of a letter written to an elder (meaning 'at the revered feet' and purporting to mean 'The following writing is submitted to the before named person'
- ସଂ. ଅ (ସଂସ୍କୃତ ସପ୍ତମୀ ବିଭକ୍ତି; ବହୁବଚନ ଶ୍ରୀଚରଣମାନଙ୍କରେ; ମାନ୍ୟାର୍ଥେ ବହୁବଚନ ଅର୍ଥ) — [ଦ୍ର— ଏହାର ଅର୍ଥ 'ଶ୍ରୀଚରଣମାନଙ୍କରେ ଓ ଏହାର ତାତ୍ପର୍ଯ୍ୟ ଅମୁକଙ୍କ ଶ୍ରୀଚରଣରେ ମୁଁ ନିନ୍ମଲିଖିତ ରୂପେ ନିବେଦନ କରୁଁଅଛି। ଏହା ନିମ୍ନଲିଖିତ କ୍ରମରେ ଲେଖାଯାଏ— 1 ଧାଡ଼ି —ଶ୍ରୀ ବା ଶ୍ରୀଗୁରୁ ବା ଶ୍ରୀଗୁରୁ ଶରଣଂ। 2 ୟ ଧାଡ଼ି —ଶ୍ରୀଳ ଶ୍ରୀଯୁକ୍ତ ଶ୍ରୀପିତୃଦେବଙ୍କ ଶ୍ରୀଚରଣ କମଳେଷୁ। 3 ୟ ଧାଡ଼ି—ସବିନୟ ନିବେଦନମିଦଂ ବା ସାଷ୍ଟାଙ୍ଗ ପ୍ରଣତିପୁରଃସର ନିବେଦନ ମିଦଂ। 4 ର୍ଥ ଧାଡ଼ି— ଶିତଃ ବା ମହାଭାଗ! 5 ମ ଧାଡ଼ି— ନିବେଦନର କାରଣ ଏହିକି ଇତ୍ୟାଦି'। — [ଦ୍ର— ଏହାର ଅର୍ଥ 'ଶ୍ରୀଚରଣମାନଙ୍କରେ ଓ ଏହାର ତାତ୍ପର୍ଯ୍ୟ ଅମୁକଙ୍କ ଶ୍ରୀଚରଣରେ ମୁଁ ନିନ୍ମଲିଖିତ ରୂପେ ନିବେଦନ କରୁଁଅଛି ଏହା ନିମ୍ନଲିଖିତ କ୍ରମରେ ଲେଖାଯାଏ—1ଧାଡ଼ି —ଶ୍ରୀ ବା ଶ୍ରୀଗୁରୁ ବା ଶ୍ରୀଗୁରୁ ଶରଣଂ2ୟ ଧାଡ଼ି —ଶ୍ରୀଳ ଶ୍ରୀଯୁକ୍ତ ଶ୍ରୀପିତୃଦେବଙ୍କ ଶ୍ରୀଚରଣ କମଳେଷୁ3ୟ ଧାଡ଼ି—ସବିନୟ ନିବେଦନମିଦଂ ବା ସାଷ୍ଟାଙ୍ଗ ପ୍ରଣତିପୁରଃସର ନିବେଦନ ମିଦଂ4ର୍ଥ ଧାଡ଼ି— ଶିତଃ ବା ମହାଭାଗ!5ମ ଧାଡ଼ି— ନିବେଦନର କାରଣ ଏହିକି ଇତ୍ୟାଦି'