ଶ୍ରୀଚନ୍ଦନ Ṡrīchandana

  • ସଂ. ବି — ଶ୍ରୀଖଣ୍ଡ (ଦେଖ) — Ṡrīkhaṇḍa (See)
  • ସଂ. ବି — ଅଗୁରୁ ଚନ୍ଦନ — Aloe wood
  • ଦେ. ବି. ପୁଂ — କ୍ଷତ୍ରିୟ ରାଜବଂଶୀୟ ଓ ଖଣ୍ଡାୟତମାନଙ୍କ ଉପାଧି ବିଶେଷ — A title of Kshatriyas and members of Rāj families and Khaṇḍāyats
  • ଦେ. ବି. ପୁଂ — ଲୋକଙ୍କ ନାମ — Name given to males