ଶ୍ରୀଗ୍ରହ Ṡrigraha

  • ସଂ. ବି (ଶ୍ରୀ=ଶୋଭା+ଗ୍ରହ ଧାତୁ+କର୍ତ୍ତୃ ଅ; ଯାହା ଶୋଭା ଗ୍ରହଣ କରେ ବା ଶୋଭାଯୁକ୍ତ ଅଟେ) — ପକ୍ଷୀଙ୍କର ପାନୀୟ ଶାଳା — An aviary where birds drink; a drinking house for birds