ଶ୍ରୀଗର୍ଭ Ṡrigarbha

  • ସଂ. ବି (ଶ୍ରୀ=ଶୋଭା ଅଛି ଗର୍ଭରେ ଯାହାଙ୍କର) — ବିଷ୍ଣଙ୍କର ନାମ (ବିଷ୍ଣୁ ସହସ୍ର ନାମୋକ୍ତ) — A name of Bishṇu
  • ସଂ. ବି (ଶ୍ରୀ=ଶୋଭା ଅଛି ଗର୍ଭରେ ଯାହାଙ୍କର) — ଖଡ୍ଗ — Sword; scimitar