ଶ୍ରୀକୃଷ୍ଣ Ṡrīkṛushṇa

  • ସଂ. ବି (ନାମ) (କୃଷ୍ଣଙ୍କ ନାମ ପୂର୍ବେ ସମ୍ମାନାର୍ଥକ ଶ୍ରୀ ପ୍ରୟୋଗ) — ଦେବକୀ ଓ ବସୁଦେବଙ୍କ ପୁତ୍ର; ନନ୍ଦ ଓ ଯଶୋଦାଙ୍କ ପାଳିତ ପୁତ୍ର; ବିଷ୍ଣୁଙ୍କର ଦ୍ୱାପର ଯୁଗରେ ଗୋପରେ ଆବିର୍ଭୁତ କୃଷ୍ଣ ଅବତାର (କୃଷ୍ଣ ତଳେ ଟୀକା ଦେଖ) — Name of Kṛushṇa; the incarnation of Bishṇu in the Dwāpara age (as son of Bāsudeba and foster-son of Nanda)
  • ସଂ. ବି (ନାମ) (କୃଷ୍ଣଙ୍କ ନାମ ପୂର୍ବେ ସମ୍ମାନାର୍ଥକ ଶ୍ରୀ ପ୍ରୟୋଗ) — ନାରାୟଣ; ବିଷ୍ଣୁ — Bishṇu
  • ଦେ. ବି. ପୁଂ — ଲୋକଙ୍କ ନାମ — A name given to males