ଶ୍ରୀଅଙ୍ଗ ଅଳସ ହେବା Ṡrīṇga aḻasa hebā

  • ପ୍ରାଦେ. (ଗଡ଼ଜାତ) ବି — ରାଜା ଆଦିଙ୍କ ଶରୀରରେ ଅସୁସ୍ଥତା ବୋଧ ହେବା — A feeling of sickness in a king
  • ପ୍ରାଦେ. (ଗଡ଼ଜାତ) ବି — ରାଜା ଆଦିଙ୍କୁ ନିଦ୍ରା ବା କ୍ଳାନ୍ତି ଆକ୍ରମଣ କରିବା — ,. The feeling of sleepiness or weariness