ଶ୍ରୀ ହୀନ Ṡrī hīna

  • ସଂ. ବିଣ. ପୁଂ (ତୃତୀୟା ତତ୍; ଶ୍ରୀ+ହୀନ) — ଶୋଭାହୀନ; ଅସୁନ୍ଦର — Devoid of beauty or grace
  • ସଂ. ବିଣ. ପୁଂ (ତୃତୀୟା ତତ୍; ଶ୍ରୀ+ହୀନ) — ଶ୍ରୀଭ୍ରଷ୍ଟ; ଯାହାକୁ ଶୋଭାରହିତ କରାଯାଇ ଅଛି — Shron of beauty
  • ସଂ. ବିଣ. ପୁଂ (ତୃତୀୟା ତତ୍; ଶ୍ରୀ+ହୀନ) — ଲକ୍ଷ୍ମୀ ହୀନ; ଧନହୀନ — Indigennt; poor
  • ସଂ. ବିଣ. ପୁଂ (ତୃତୀୟା ତତ୍; ଶ୍ରୀ+ହୀନ) — ଭାଗ୍ୟ— ହୀନ — Unlucky