ଶ୍ରୀ ସୁନ୍ଦରୀ Ṡrī sundarī

  • ସଂ. ବି. ସ୍ତ୍ରୀ — ତନ୍ତ୍ରୋକ୍ତ ଦେବୀବିଶେଷ — Name of a Goddess worshiped according to Tāntric rites of later day Hinduism
  • ସଂ. ବି. ସ୍ତ୍ରୀ — [ଦ୍ର—ତନ୍ତ୍ରୋକ୍ତ ଶ୍ରୀ— ସୁନ୍ଦରୀଙ୍କ ପୂଜାରେ ମଦ୍ୟ, ମାଂସ, ମତ୍ସ୍ୟ, ମୈଥୁନ ଓ ମୁଦ୍ରା, ଏହି ପଞ୍ଚମକାର ପ୍ରକ୍ରିୟା ଅବଲମ୍ବିତ ହୁଏ।]