ଶ୍ରୀ ବୃଦ୍ଧି Ṡrī bṛuddhi

  • ସଂ. ବି ( 6 ଷ୍ଠୀ ତତ୍; ଶ୍ରୀ+ବୃଦ୍ଧି) — ଲକ୍ଷ୍ମୀବୃଦ୍ଧି; ଧନ— ବୃଦ୍ଧି — Increase of wealth
  • ସଂ. ବି ( 6 ଷ୍ଠୀ ତତ୍; ଶ୍ରୀ+ବୃଦ୍ଧି) — ସୌଭାଗ୍ୟବୃଦ୍ଧି — Increase of prosperity
  • ସଂ. ବି ( 6 ଷ୍ଠୀ ତତ୍; ଶ୍ରୀ+ବୃଦ୍ଧି) — ଶୋଭା ବା ସୌନ୍ଦର୍ଯ୍ୟ ବୃଦ୍ଧି — Increase of beauty or grace