ଶ୍ରୀ ବୃକ୍ଷକୀ Ṡrī bṛukshakī

  • ସଂ. ବିଣ. (ପୁଂ.) (ଶ୍ରୀବୃକ୍ଷକ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ଯେଉଁ ଅଶ୍ୱର ହୃଦୟ, ମୁଖ ଓ ଗଳଦେଶରେ ଶ୍ୱେତ ରୋମାବର୍ତ୍ତ ଥାଏ — (a horse) Having white whorls in the breast, face and neck
  • ସଂ. ବିଣ. (ପୁଂ.) (ଶ୍ରୀବୃକ୍ଷକ+ଅଛି ଅର୍ଥରେ ଇନ୍; 1 ମା. 1 ବ) — [ଦ୍ର—ଏହା ଶୁଭସୂଚକ ଅଟେ।]