ଶ୍ରୀ ବିଡ୍ୟା Ṡrī bidyā
- ସଂ. ବି — ତନ୍ତ୍ରୋକ୍ତ ମହାବିଦ୍ଯା ବିଶେଷ, ତ୍ରୀପୁରସୁନ୍ଦରୀ ଦେବୀ — An incarnation of Durgā worshipped according to Tantric rites
- ସଂ. ବି — [ଦ୍ର— ଶ୍ରୀବିଦ୍ଯା ବା ତ୍ରିପୁର ସୁନ୍ଦରୀଙ୍କ ଉପାସକ ସକଳ ସିଦ୍ଧିଲାଭ କରେ। ଏହି ବିଦ୍ୟାର ମନ୍ତ୍ର 36 ପ୍ରକାର। ତନ୍ତ୍ରସାର ଗ୍ରନ୍ଥରେ ଏ ବିଦ୍ୟାର ଭେଦ, ମନ୍ତ୍ର, ପୂଜା, ପୁରଶ୍ଚରଣ, ବର୍ଣ୍ଣିତ ହୋଇଅଛି। ଏ ବିଦାୟ ସାକ୍ଷାତ୍ ବ୍ରହ୍ମସ୍ୱରୂପିଣୀ।] (ବିଶ୍ୱକୋଷ) — [ଦ୍ର— ଶ୍ରୀବିଦ୍ଯା ବା ତ୍ରିପୁର ସୁନ୍ଦରୀଙ୍କ ଉପାସକ ସକଳ ସିଦ୍ଧିଲାଭ କରେ ଏହି ବିଦ୍ୟାର ମନ୍ତ୍ର36ପ୍ରକାର ତନ୍ତ୍ରସାର ଗ୍ରନ୍ଥରେ ଏ ବିଦ୍ୟାର ଭେଦ, ମନ୍ତ୍ର, ପୂଜା, ପୁରଶ୍ଚରଣ, ବର୍ଣ୍ଣିତ ହୋଇଅଛି ଏ ବିଦାୟ ସାକ୍ଷାତ୍ ବ୍ରହ୍ମସ୍ୱରୂପିଣୀ] (ବିଶ୍ୱକୋଷ)