ଶ୍ରୀ ବାସ Ṡrī bāsa
- ସଂ. ବି —(ବହୁବ୍ରୀହି. ଶ୍ରୀ=ଲକ୍ଷ୍ମୀଙ୍କ ଠାରେ ବାସ ବା ଅବସ୍ଥାନ ଯାହାଙ୍କର) — ବିଷ୍ଣୁ; ଶ୍ରୀନିବାସ — Bishṇu
- ସଂ. ବି —(ବହୁବ୍ରୀହି. ଶ୍ରୀ=ଲକ୍ଷ୍ମୀଙ୍କ ଠାରେ ବାସ ବା ଅବସ୍ଥାନ ଯାହାଙ୍କର) — (ଶ୍ରୀ= ଦେବଦାରୁ ଗଛରେ ବାସ ଯାହାର)—ଶ୍ରୀ ପିଷ୍ଟ (ଦେଖ) — Ṡrī pishṭa (See)
- ସଂ. ବି —(ବହୁବ୍ରୀହି. ଶ୍ରୀ=ଲକ୍ଷ୍ମୀଙ୍କ ଠାରେ ବାସ ବା ଅବସ୍ଥାନ ଯାହାଙ୍କର) — (ଶ୍ରୀ= ଲକ୍ଷ୍ମୀ ବା ଶୋଭାର ବାସସ୍ଥାନ)—ପଦ୍ମ — Lotus
- ସଂ. ବି —(ବହୁବ୍ରୀହି. ଶ୍ରୀ=ଲକ୍ଷ୍ମୀଙ୍କ ଠାରେ ବାସ ବା ଅବସ୍ଥାନ ଯାହାଙ୍କର) — ଶିବ (ବିଶ୍ୱକୋଷ) — Ṡiba
- ସଂ. ବି —(ବହୁବ୍ରୀହି. ଶ୍ରୀ=ଲକ୍ଷ୍ମୀଙ୍କ ଠାରେ ବାସ ବା ଅବସ୍ଥାନ ଯାହାଙ୍କର) — ଗୁଗ୍ଗୁଳୁ— (ବିଶ୍ୱକୋଷ) — Bdellium
- ସଂ. ବି —(ବହୁବ୍ରୀହି. ଶ୍ରୀ=ଲକ୍ଷ୍ମୀଙ୍କ ଠାରେ ବାସ ବା ଅବସ୍ଥାନ ଯାହାଙ୍କର) — ଦେବଦାରୁ— (ବିଶ୍ୱକୋଷ) — The pine tree
- ସଂ. ବି —(ବହୁବ୍ରୀହି. ଶ୍ରୀ=ଲକ୍ଷ୍ମୀଙ୍କ ଠାରେ ବାସ ବା ଅବସ୍ଥାନ ଯାହାଙ୍କର) — ଧୂପ— (ବିଶ୍ୱକୋଷ) — Incense; resin
- ଦେ. ବି — ଶ୍ରୀ ଗୌରାଙ୍ଗ ବା ଚୈତନ୍ୟଙ୍କର ପ୍ରିୟ ସହଚର — Name of a favourite companion of Ṡrī Cha̲i̱tanya
- ଦେ. ବି — [ଦ୍ର— ଏ ଜଣେ ପରମ ବୈଷ୍ଣବ ଓ ସାଧୁ ଥିଲେ ଓ ଶ୍ରୀଚୈତନ୍ୟ ଦେବଙ୍କ ସମସାମୟିକ ଥିଲେ। ଏହାଙ୍କ ଜନ୍ମସ୍ଥାନ ଶ୍ରୀହଟ୍ଟରେ ଥିଲା। ବିଦ୍ଯା— ଶିକ୍ଷାର୍ଥ ଏ ଓ ଏହାଙ୍କର ଆଉ 3 ଭାଇ ନବଦ୍ୱୀପକୁ ଆସି- ଥିଲେ ଓ ସେଠାରେ ଘର ତୋଳି ବାସ କଲେ। ଏ ବାଲ୍ୟକାଳରେ ହରିଭକ୍ତିପରାୟଣ ଥିଲେ ଓ ସ୍ୱଗୃହରେ ବସି ଏପରି ଉଚ୍ଚୈସ୍ୱରେ ନାମକୀର୍ତ୍ତନ କରୁଥିଲେ ଯେ ପ୍ରତିବେଶୀମାନେ ବିରକ୍ତ ହୋଇ ତାଙ୍କ ପ୍ରତି ଅତ୍ୟାଚାର କରୁଥିଲେ। ତଥାପି ସେ ସଂକୀର୍ତ୍ତନରୁ କ୍ଷାନ୍ତ ହେଉ ନ ଥିଲେ। ଶ୍ରଚୈତନ୍ୟଙ୍କ ଅଧ୍ୟୟନ ସମାପନ ପରେ ଶ୍ରୀବାସଙ୍କ ଗୃହକୁ ଈଶ୍ୱରପୁରୀ (ଭାରତୀ) ନାମକ ପ୍ରସିଦ୍ଧ ଭାଗବତ ଆସି ସେଠାରେ ରହିଲେ ଓ ସେଠାରେ ତାଙ୍କୁ ଦେଖା କରିବାକୁ ଚୈତନ୍ୟ ଦେବ ଆସିଲେ। ଏହି ସୁଯୋଗରେ ଶ୍ରୀବାସ ଓ ନବଦ୍ୱୀପବାସୀ ଅନ୍ଯ ବୈଷ୍ଣବମାନଙ୍କ ସଙ୍ଗେ ଚୈତନ୍ୟଙ୍କର ସମ୍ପର୍କ ହେଲା ଓ ଶ୍ରୀବାସଙ୍କ ଗୃହ ଓ ଅଗଣା ପ୍ରତିଦିନ ନାମସଂକୀର୍ତ୍ତନରେ ଉଚ୍ଛୁଳିଲା। ପ୍ରତିଦିନ ସନ୍ଧ୍ୟା ସମୟରେ ଚୈତନ୍ୟଦେବ ଶ୍ରୀବାସଙ୍କ ଅଗଣାକୁ ଆସି ସଂକୀର୍ତ୍ତନରେ ଯୋଗ ଦେଉଥିଲେ। ଶ୍ରୀବାସ ପରେ ଚୈତନ୍ୟଙ୍କର ଜଣେ ପରମଭକ୍ତ ହେଲେ। ବିଶ୍ୱକୋଷ।] — [ଦ୍ର— ଏ ଜଣେ ପରମ ବୈଷ୍ଣବ ଓ ସାଧୁ ଥିଲେ ଓ ଶ୍ରୀଚୈତନ୍ୟ ଦେବଙ୍କ ସମସାମୟିକ ଥିଲେ ଏହାଙ୍କ ଜନ୍ମସ୍ଥାନ ଶ୍ରୀହଟ୍ଟରେ ଥିଲା ବିଦ୍ଯା— ଶିକ୍ଷାର୍ଥ ଏ ଓ ଏହାଙ୍କର ଆଉ3ଭାଇ ନବଦ୍ୱୀପକୁ ଆସି- ଥିଲେ ଓ ସେଠାରେ ଘର ତୋଳି ବାସ କଲେ ଏ ବାଲ୍ୟକାଳରେ ହରିଭକ୍ତିପରାୟଣ ଥିଲେ ଓ ସ୍ୱଗୃହରେ ବସି ଏପରି ଉଚ୍ଚୈସ୍ୱରେ ନାମକୀର୍ତ୍ତନ କରୁଥିଲେ ଯେ ପ୍ରତିବେଶୀମାନେ ବିରକ୍ତ ହୋଇ ତାଙ୍କ ପ୍ରତି ଅତ୍ୟାଚାର କରୁଥିଲେ ତଥାପି ସେ ସଂକୀର୍ତ୍ତନରୁ କ୍ଷାନ୍ତ ହେଉ ନ ଥିଲେ ଶ୍ରଚୈତନ୍ୟଙ୍କ ଅଧ୍ୟୟନ ସମାପନ ପରେ ଶ୍ରୀବାସଙ୍କ ଗୃହକୁ ଈଶ୍ୱରପୁରୀ (ଭାରତୀ) ନାମକ ପ୍ରସିଦ୍ଧ ଭାଗବତ ଆସି ସେଠାରେ ରହିଲେ ଓ ସେଠାରେ ତାଙ୍କୁ ଦେଖା କରିବାକୁ ଚୈତନ୍ୟ ଦେବ ଆସିଲେ ଏହି ସୁଯୋଗରେ ଶ୍ରୀବାସ ଓ ନବଦ୍ୱୀପବାସୀ ଅନ୍ଯ ବୈଷ୍ଣବମାନଙ୍କ ସଙ୍ଗେ ଚୈତନ୍ୟଙ୍କର ସମ୍ପର୍କ ହେଲା ଓ ଶ୍ରୀବାସଙ୍କ ଗୃହ ଓ ଅଗଣା ପ୍ରତିଦିନ ନାମସଂକୀର୍ତ୍ତନରେ ଉଚ୍ଛୁଳିଲା ପ୍ରତିଦିନ ସନ୍ଧ୍ୟା ସମୟରେ ଚୈତନ୍ୟଦେବ ଶ୍ରୀବାସଙ୍କ ଅଗଣାକୁ ଆସି ସଂକୀର୍ତ୍ତନରେ ଯୋଗ ଦେଉଥିଲେ ଶ୍ରୀବାସ ପରେ ଚୈତନ୍ୟଙ୍କର ଜଣେ ପରମଭକ୍ତ ହେଲେ ବିଶ୍ୱକୋଷ]