ଶ୍ରୀ ପର୍ଣ୍ଣିକା Ṡrī parṇṇikā

  • ସଂ. ବି (ବୈଦ୍ଯକ) — କଟ୍ଫଳ; କାଫଡ଼ — Myrica Sapida
  • ସଂ. ବି (ବୈଦ୍ଯକ) — ଗମ୍ଭାରି (ବିଶ୍ୱକୋଷ) — Gmelina Arborea (tree)
  • ସଂ. ବି (ବୈଦ୍ଯକ) — ଅଗ୍ନିମନ୍ଥବୃକ୍ଷ (ବିଶ୍ୱକୋଷ) — Premna Serratifolia
  • ସଂ. ବି (ବୈଦ୍ଯକ) — ଶାଳ୍ମଳୀ (ବିଶ୍ୱକୋଷ) — Silk cotton tree
  • ସଂ. ବି (ବୈଦ୍ଯକ) — ପୃଶ୍ନିପର୍ଣ୍ଣୀ — Hemionites Cordifolia (plant)