ଶ୍ରୀ ପତି Ṡrī pati
- ସଂ. ବି ( 6 ଷ୍ଠୀ ତତ୍; ଶ୍ରୀ= ଲକ୍ଷ୍ମୀଙ୍କର+ପତି= ସ୍ୱାମୀ) — ବିଷ୍ଣୁ — A name of Bishṇu
- ସଂ. ବି ( 6 ଷ୍ଠୀ ତତ୍; ଶ୍ରୀ= ଲକ୍ଷ୍ମୀଙ୍କର+ପତି= ସ୍ୱାମୀ) — ପୃଥିବୀଭୂପତି; ପତି; ରାଜା (ବିଶ୍ୱକୋଷ) — King
- ଦେ. ବି. ପୁଂ. — ଲୋକଙ୍କ ନାମ — A name given to males
- ଦେ. ବି. ପୁଂ. — ଏହି ନାମ- ଧାରୀ ଜଣେ ପ୍ରାଚୀନ କବି, ଜଣେ ବୈୟାକରଣ, ଦୁଇଜଣ ବିଖ୍ୟାତ ଜ୍ୟୋତିର୍ବିଦ୍, ଜଣେ ଦେଦାନ୍ତ ଗ୍ରନ୍ଥକାର ଓ ଆଉ ଦୁଇ ଜଣ ଗ୍ରନ୍ଥକାର (ବିଶ୍ୱକୋଷ) — Name of several authors, grammarians; and astrologers