ଶ୍ରୀ ନିତମ୍ବା Ṡrī nitambā

  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି) — ସୁଶ୍ରୋଣୀ; ସୁନ୍ଦର ନିତମ୍ବବିଶିଷ୍ଟା (ସ୍ତ୍ରୀ) — (a woman) Having graceful buttocks
  • ସଂ. ବି. ସ୍ତ୍ରୀ — ରାଧା (ବିଶ୍ୱକୋଷ) — An epithet of Rādhā