ଶ୍ରୀ ନାଶକ Ṡrī nāṡaka

  • ସଂ. ବିଣ. (ପୁଂ) (ଶ୍ରୀ+ନାଶି ଧାତୁ+କର୍ତ୍ତୃ. ଅକ) — ସୌଭାଗ୍ୟନାଶକାରୀ — Destructive of glory
  • ସଂ. ବିଣ. (ପୁଂ) (ଶ୍ରୀ+ନାଶି ଧାତୁ+କର୍ତ୍ତୃ. ଅକ) — ଶୋଭାଧ୍ୱଂସକାରୀ — Ruinous to beauty