ଶ୍ରୀ ନନ୍ଦ ନନ୍ଦନ Ṡrī nanda nandana

  • ସଂ. ବି — ଶ୍ରୀକୃଷ୍ଣ — Ṡrīkṛushna
  • ସଂ. ବି — [ଦ୍ର— ଶ୍ରୀକୃଷ୍ଣ ମଥୁରାର ବସୁଦେବ ଓ ଦେବକୀଙ୍କ ସନ୍ତାନ ଥିଲେହେଁ, ଗୋକୁଳ (ବୃନ୍ଦାବନ)ର ନନ୍ଦ ଓ ଯଶୋଦାଙ୍କ ଦ୍ୱାରା ପୁତ୍ରରୂପେ ପାଳିତ ହୋଇଥିବାରୁ ତାଙ୍କର ଏହି ନାମ।]