ଶ୍ରୀ ଚରଣ Ṡri charaṇa
- ସଂ. ବି (ମ. ପ. ଲୋ ଶ୍ରୀଯୁକ୍ତ ଚରଣ) — ଦେବତା ଓ ଗୁରୁଜନଙ୍କର ଚରଣ — The leg of a Deity or elder
- ସଂ. ବି (ମ. ପ. ଲୋ ଶ୍ରୀଯୁକ୍ତ ଚରଣ) — ଦେବତା ଓ ଗୁରୁଙ୍କ ସନ୍ନିଧି — Nearness or vicinity of a Deity or elder
- ସଂ. ବି (ମ. ପ. ଲୋ ଶ୍ରୀଯୁକ୍ତ ଚରଣ) — [ଦ୍ର— 'ଗୁରୁ ବା ପୂଜ୍ୟବ୍ଯକ୍ତିଙ୍କ ନିକଟକୁ' ନ କହି ମାନ୍ୟାର୍ଥେ ଶ୍ରୀ ଗୁରୁଦେବ ବା ଶ୍ରୀ ପିତୃଦେବ ବା ଶ୍ରୀ ଅମୁକଙ୍କ 'ଶ୍ରୀ ଚରଣକୁ ବା ଶ୍ରୀ ଚରଣ ତଳକୁ' ନିବେଦନ କରି ବୋଲି ବାକ୍ୟ ବ୍ଯବହୃତ ହୁଏ।]