ଶ୍ରୀ ଗୋପାଳ Ṡrīgopāḻa

  • ସଂ. ବି (ଗୋପାଳ=ଗଉଡ଼ ଶବ୍ଦ ପୂର୍ବରେ 'ଶ୍ରୀ' ଯୋଗ) — ଶ୍ରୀକୃଷ୍ଣ- — Ṡkṛushṇa
  • ଦେ. ବି. ପୁଂ — ଲୋକଙ୍କ ନାମ — A name given to males
  • ଦେ. ବି. ପୁଂ — ପୁରୀଜିଲ୍ଲା ସତ୍ୟବାଦୀରେ ପ୍ରତିଷ୍ଠିତ ଶ୍ରୀକୃଷ୍ଣ ବିଗ୍ରହ — The Idol or image of Ṡrikṛushṇa at Sākhigopāḻ in the district of Puri
  • ଦେ. ବି. ପୁଂ — ବାଲେଶ୍ୱର ରେମୁଣାରେ କ୍ଷୀର ଚୋରା ଗୋପୀନାଥ ମୂର୍ତ୍ତି — The Image of Srikṛushṇa at Remuṇā in Balasore