ଶ୍ରୀ କ୍ଷେତ୍ର Ṡrī kshetra

  • ସଂ. ବି (ମ. ପ,. ଲୋ; ଶ୍ରୀଯୁକ୍ତ କ୍ଷେତ୍ର) — ପ୍ରସିଦ୍ଧ ତୀର୍ଥ — A famous centre of pilgrimage
  • ସଂ. ବି (ମ. ପ,. ଲୋ; ଶ୍ରୀଯୁକ୍ତ କ୍ଷେତ୍ର) — [ଦ୍ର— ପ୍ରସିଦ୍ଧ ତୀର୍ଥର ନାମ ପୂର୍ବରେ ସାଧାରଣତଃ ଶ୍ରୀକ୍ଷେତ୍ର ଶବ୍ଦ ଲାଗେ। ଯଥା— ଶ୍ରୀକ୍ଷେତ୍ର ବୃନ୍ଦାବନ]
  • ସଂ. ବି (ମ. ପ,. ଲୋ; ଶ୍ରୀଯୁକ୍ତ କ୍ଷେତ୍ର) — ଜଗନ୍ନାଥ କ୍ଷେତ୍ର; ପୁରୁଷୋତ୍ତମ; କଳିଯୁଗର ବୌଦ୍ଧାବତାରଙ୍କ ଅଧିଷ୍ଠିତ ତୀର୍ଥ — The town of Puri (the seat of lord Jagannātha)