ଶ୍ରୀ କର୍ପୂର Ṡrīkarpūra

  • ସଂ. ବି — ବାଷ୍ପୀଭୂତ ହୋଇ ଶୋଧିତ ହୋଇଥିବା କର୍ପୂର — Refined camphor
  • ସଂ. ବି — (ଦ୍ର— ସାଧାରଣ କର୍ପୂରକୁ ଓଡ଼ିଆରେ ଭାସ୍କର ଓ ଶୋଧିତ କର୍ପୂରକୁ ଶ୍ରୀକର୍ପୂର କହନ୍ତି। ଏହା ସାଧାରଣତଃ କ୍ଷୁଦ୍ର କ୍ଷୁଦ୍ର ଖଣ୍ଡରେ ମିଳେ।)