ଶ୍ରୀ କରଣ Ṡrī karaṇa

  • ସଂ. ବି (ଶ୍ରୀ='ଶ୍ରୀ' ଏହି ଶବ୍ଦ କୃ ଧାତୁ+ଅନ; ଯାହାଦ୍ୱାରା ଶ୍ରୀ ଶବ୍ଦ ଲେଖାଯାଏ) — କଲମ; ଲେଖନୀ — Pen
  • ଦେ. ବି — କରଣମାନଙ୍କ ଶାଖା ବିଶେଷ — A sect of the Karaṇas of Orissa
  • ଦେ. ବି — କାୟସ୍ଥ ଜାତିର ଶାଖାଭେଦ (ବିଶ୍ୱକୋଷ) — Name or title of a class of Kāyasthas
  • ଦେ. ବି — ଶେଠକରଣ (ଦେଖ) — Ṡeṭhakaraṇa (See)
  • ଦେ. ବି — [ଦ୍ର— ଓଡ଼ିଆ ରାଜ୍ୟ ଆଠଗଡ଼ ରାଜାଙ୍କର ବଂଶାନୁଗତ ଉପାଧି ଶ୍ରୀକରଣବେବର୍ତ୍ତା ପଟ୍ଟନାୟକ ଅଟେ। ଏ ଉପାଧି ଓଡ଼ିଶାର ପ୍ରାଚୀନ ଗଜପତି ମହାରାଜାଙ୍କ ଅମଳରୁ ଆଜିପର୍ଯ୍ଯନ୍ତ ସରକାରୀ କାଗଜପତ୍ରରେ ମଧ୍ୟ ଉକ୍ତ ରାଜବଂଶର ଉପାଧି ରୂପେ ସ୍ୱୀକୃତ ହୋଇ ଆସିଅଛି।]