ଶ୍ରୀ କଣ୍ଠ Ṡrī kaṅṭha
- ସଂ. ବି [ବହୁବ୍ରୀହି; ଶ୍ରୀ= (ଗରଳ ହେତୁ ନୀଳବର୍ଣ୍ଣ) ଶୋଭା= ଶୋଭାଯୁକ୍ତ କଣ୍ଠ ଯାହାର] — ଶିବ; ମହାଦେବଙ୍କ ବିଶେଷଣ — An epithet of ṡiba (who has got marks of poison in His throat)
- ସଂ. ବି [ବହୁବ୍ରୀହି; ଶ୍ରୀ= (ଗରଳ ହେତୁ ନୀଳବର୍ଣ୍ଣ) ଶୋଭା= ଶୋଭାଯୁକ୍ତ କଣ୍ଠ ଯାହାର] — ସଂସ୍କୃତ ଉତ୍ତରରାମଚରିତ ଓ ବୀର— ଚରିତ ନାଟକ ରଚୟତା କବି ଭବଭୂତିଙ୍କ ଉପନାମ — A cognomen of the famous Sanscrit dramatist Bhababhūti
- ସଂ. ବି [ବହୁବ୍ରୀହି; ଶ୍ରୀ= (ଗରଳ ହେତୁ ନୀଳବର୍ଣ୍ଣ) ଶୋଭା= ଶୋଭାଯୁକ୍ତ କଣ୍ଠ ଯାହାର] — ହସ୍ତିନାର ଉତ୍ତର ପଶ୍ଚିମସ୍ଥ କୁରୁଜାଙ୍ଗଳ ଦେଶ — Name of an ancient country to the N.W. of Delhi
- ଦେ. ବି. ପୁଂ. — ପୁରୁଷଙ୍କ ନାମ — A name given to males