ଶ୍ରୀ ଅଙ୍ଗ Ṡri aṇga

  • ଦେ. ବି — ଦେବତା; ରାଜା, ଗୁରୁଜନ ଓ ସମ୍ମାନସ୍ପଦ ବ୍ଯକ୍ତିଙ୍କ ଅଙ୍ଗ ବା ଦେହ ବା ଶରୀର — (euphemistic) The body of the king or Deity or one's elder
  • ଦେ. ବି — [ଉ— ନାହିଁ କି ଶ୍ରୀଅଙ୍ଗ ସୁଖ—କବିସୂର୍ଯ୍ଯ, କିଶୋରୀଚମ୍ପୂ ଞ. —ଗୀତ।]
  • ଦେ. ବି — କୋମଳ ବା ସୁକୁମାର ଦେହ — Soft or delicate body
  • ଦେ. ବି — [ଉ—ଖରା ସ୍ମରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁ ରେ—କବିସୂର୍ଯ୍ଯ. କିଶୋରୀଚମ୍ପୂ ଖ—ଗୀତ]