ଶ୍ରିତବାନ୍ Ṡritabān

  • ସଂ. ବିଣ (ପୁଂ.)— (ଶ୍ରିତବତ୍ ଶବ୍ଦ; ଶ୍ରି ଧାତୁ= ଆଶ୍ରୟ କରିବା+କର୍ତ୍ତୃ ତବତ୍; 1 ମା. 1 ବ) — ଆଶ୍ରୟକାରୀ; ଶରଣାପନ୍ନ; ଆଶ୍ରିତ — One who has taken shelter under (another)