ଶ୍ରାହି Ṡrāhi
- ବୈଦେ. ବିଣ (ଫା. ଶରା= ମୁସଲମାନଙ୍କ ଧର୍ମଶାସ୍ତ୍ର; ଶ୍ରାହି= ମୁସଲମାନଙ୍କ ଧର୍ମଶାସ୍ତ୍ର ସମ୍ବନ୍ଧୀୟ) — ମୁସଲମାନଙ୍କ ଗଣନାରେ ହିଜରୀ ବର୍ଷର ସଂଖ୍ୟାର ପରେ ଲେଖାଯିବା ଶବ୍ଦ — A word used to denote the number of the Hijri or Mahomedan year
- ବୈଦେ. ବିଣ (ଫା. ଶରା= ମୁସଲମାନଙ୍କ ଧର୍ମଶାସ୍ତ୍ର; ଶ୍ରାହି= ମୁସଲମାନଙ୍କ ଧର୍ମଶାସ୍ତ୍ର ସମ୍ବନ୍ଧୀୟ) — [ଦ୍ର— 'ଶ୍ରାହି' ଶବ୍ଦ ବର୍ଷ ସଂଖ୍ୟା ପରେ ଓ ମାସର ନାମ ପୂର୍ବରେ ଲେଖା ଯିବା ଦେଖାଯାଏ। ଯଥା 1323 ଶ୍ରାହି କାର୍ତ୍ତିକ ଶୁକ୍ଳ ସପ୍ତମୀ; ଏଥିରୁ ଅନୁମାନ କରାଯାଏ ଯେ, ଏହା ବର୍ଷ ଗଣନାର୍ଥକ ଶବ୍ଦ; ବର୍ତ୍ତମାନ ଏହି ହିଜରୀ ସନ ଇଂରାଜି ସନଠାରୁ 583 ବର୍ଷ କମ୍ ଓ ଏହିସନର ପ୍ରଥମ ମାସ ମହରମ ଠାରୁ ଆରମ୍ଭ ହୁଏ। — [ଦ୍ର— 'ଶ୍ରାହି' ଶବ୍ଦ ବର୍ଷ ସଂଖ୍ୟା ପରେ ଓ ମାସର ନାମ ପୂର୍ବରେ ଲେଖା ଯିବା ଦେଖାଯାଏ ଯଥା1323ଶ୍ରାହି କାର୍ତ୍ତିକ ଶୁକ୍ଳ ସପ୍ତମୀ; ଏଥିରୁ ଅନୁମାନ କରାଯାଏ ଯେ, ଏହା ବର୍ଷ ଗଣନାର୍ଥକ ଶବ୍ଦ; ବର୍ତ୍ତମାନ ଏହି ହିଜରୀ ସନ ଇଂରାଜି ସନଠାରୁ583ବର୍ଷ କମ୍ ଓ ଏହିସନର ପ୍ରଥମ ମାସ ମହରମ ଠାରୁ ଆରମ୍ଭ ହୁଏ
- ବୈଦେ. ବିଣ (ଫା. ଶରା= ମୁସଲମାନଙ୍କ ଧର୍ମଶାସ୍ତ୍ର; ଶ୍ରାହି= ମୁସଲମାନଙ୍କ ଧର୍ମଶାସ୍ତ୍ର ସମ୍ବନ୍ଧୀୟ) — ଶ୍ରୀ ବିଜୟଚନ୍ଦ୍ର ମଜୁମଦାରଙ୍କ ଓଡ଼ିଆ ସାହିତ୍ୟ-ପରିଚୟର 3 ୟ ଭାଗରେ ଉଦ୍ଧୃତ 13 ଶ ଶତାବ୍ଦୀର ଭୁବନେଶ୍ୱରସ୍ଥ ଶିଳାଲିପିରେ ମଧ୍ୟ 'ଶ୍ରାହି' ଶବ୍ଦ ଦେଖାଯାଏ। ଦିନାଦି ପାଞ୍ଜିରେ 'ଅ 22 ଙ୍କ ଶ୍ରାହି କୁମ୍ଭ 18 ଦିନ ଫାଲ୍ଗୁନ ପୂର୍ଣ୍ଣିମା ଆଦି ଲେଖାଥିବା ମଧ୍ୟ ଦେଖାଯାଏ। — ଶ୍ରୀ ବିଜୟଚନ୍ଦ୍ର ମଜୁମଦାରଙ୍କ ଓଡ଼ିଆ ସାହିତ୍ୟ-ପରିଚୟର3ୟ ଭାଗରେ ଉଦ୍ଧୃତ13ଶ ଶତାବ୍ଦୀର ଭୁବନେଶ୍ୱରସ୍ଥ ଶିଳାଲିପିରେ ମଧ୍ୟ 'ଶ୍ରାହି' ଶବ୍ଦ ଦେଖାଯାଏ ଦିନାଦି ପାଞ୍ଜିରେ 'ଅ22ଙ୍କ ଶ୍ରାହି କୁମ୍ଭ18ଦିନ ଫାଲ୍ଗୁନ ପୂର୍ଣ୍ଣିମା ଆଦି ଲେଖାଥିବା ମଧ୍ୟ ଦେଖାଯାଏ