ଶ୍ରାବଣ Ṡrābaṇa

  • ସଂ. ବିଣ — (ଶ୍ରବଣ +ଅ) — ପାପିଷ୍ଠ — Sinful
  • ସଂ. ବିଣ — (ଶ୍ରବଣ +ଅ) — ଶ୍ରବଣେନ୍ଦ୍ରିୟଲବ୍ଧ [ଜ୍ଞାନ] — (knowledge) Derived through the sense of hearing
  • ସଂ. ବିଣ — (ଶ୍ରବଣ +ଅ) — କର୍ଣ୍ଣ ସମ୍ବନ୍ଧୀୟ — Relating to the ear
  • ସଂ. ବିଣ — (ଶ୍ରବଣ +ଅ) — (ଶ୍ରବଣା+ ଅ)—ଶ୍ରବଣା- ନକ୍ଷତ୍ରସମ୍ବନ୍ଧୀୟ — Relating to the Ṡrabaṇā asterism
  • ସଂ. ବିଣ — (ଶ୍ରବଣ +ଅ) — ଶ୍ରବଣା ନକ୍ଷତ୍ରରେ ଜାତ (ବ୍ଯକ୍ତି) — Born under the asterism Ṡrabaṇā
  • ସଂ. ବିଣ — (ଶ୍ରବଣ +ଅ) — ବେଦ ବିରୁଦ୍ଧ ମତବାଦୀ — Heretica
  • ବି—(ଶ୍ରାବଣୀ=ଶ୍ରାବଣ ପୂର୍ଣ୍ଣିମା +ଅ) — ଆଷାଢ଼ର ପରବର୍ତ୍ତୀ ଚାନ୍ଦ୍ର ମାସ (ବର୍ଷାଋତୁ) — The lunar month of Ṡrābaṇa (July-August)
  • ବି—(ଶ୍ରାବଣୀ=ଶ୍ରାବଣ ପୂର୍ଣ୍ଣିମା +ଅ) — ପାଷାଣ୍ଡ — A heretic (Apte)
  • ବି—(ଶ୍ରାବଣୀ=ଶ୍ରାବଣ ପୂର୍ଣ୍ଣିମା +ଅ) — ଧୂର୍ତ୍ତବ୍ଯକ୍ତି; ଶଠ — An imposter. (Apte)
  • ବି—(ଶ୍ରାବଣୀ=ଶ୍ରାବଣ ପୂର୍ଣ୍ଣିମା +ଅ) — (ନାମ) ଦଶରଥଙ୍କ ଦ୍ୱାରା ଅଜାଣତରେ ଶରାହତ ଓ ମୃତ ବୈଶ୍ୟ ଯତି, ଯାହାଙ୍କ ବୃଦ୍ଧା ପିତା ଓ ମାତାଙ୍କ ଅଭିଶାପରେ ଦଶରଥ ପୁତ୍ରବିୟୋଗ ଦୁଃଖରେ ମୃତ ହେଲେ — Name of a Ba̲iṡya ascetic who was unwittingly shot dead by king Daṡaratha who was, in consequence, cursed by the old parents of the deceased, that he would die of broken heart for being separated from his sons (Apte)
  • ବି—(ଶ୍ରାବଣୀ=ଶ୍ରାବଣ ପୂର୍ଣ୍ଣିମା +ଅ) — ଶ୍ରବଣେନ୍ଦ୍ରିୟଜନିତ ଜ୍ଞାନ — Knowledge derived from hearing (Apte)