ଶ୍ରାବଣିକ Ṡrābaṇika

  • ସଂ. ବି— (ଶ୍ରାବଣୀ=ଶ୍ରାବଣ ପୂର୍ଣ୍ଣିମା +ଇକ) — ଶ୍ରାବଣମାସ — The lunar month of Ṡrābaṇa
  • ସଂ. ବିଣ —(ଶ୍ରାବଣ +ଇକ) — ଶ୍ରାବଣ ମାସ ସମ୍ବନ୍ଧୀୟ — Relating to the month of Ṡrābaṇa (Apte)