ଶ୍ରାନ୍ତି Ṡrānti
- ସଂ. ବି (ଶ୍ରମ୍ ଧାତୁ+ ଭାବ. ତି) — କ୍ଳାନ୍ତି; ପରିଶ୍ରମିଜନତ ଅବସାଦ — Fatigue; weariness; exhaustion; lassitude
- ସଂ. ବି (ଶ୍ରମ୍ ଧାତୁ+ ଭାବ. ତି) — ଶ୍ରମାନ୍ତେ ବିଶ୍ରାମ — Rest after fatigue; refreshment
- ସଂ. ବି (ଶ୍ରମ୍ ଧାତୁ+ ଭାବ. ତି) — ନିବୃତ୍ତି — Cessation
- ସଂ. ବି (ଶ୍ରମ୍ ଧାତୁ+ ଭାବ. ତି) — ଭୋଗତୃପ୍ତି — Satiation; gratification
- ସଂ. ବି (ଶ୍ରମ୍ ଧାତୁ+ ଭାବ. ତି) — ଶ୍ରମ — Toil; labour