ଶ୍ରାଦ୍ଧିକ Ṡrāddhika
- ସଂ. ବିଣ. (ଶ୍ରାଦ୍ଧ+ଭୋଜନାର୍ଥେ ଇକ) — ଶ୍ରାଦ୍ଧ ସମ୍ବନ୍ଧୀୟ — Relating to Ṡrāddha
- ସଂ. ବିଣ. (ଶ୍ରାଦ୍ଧ+ଭୋଜନାର୍ଥେ ଇକ) — (ପୁଂ.) ଶ୍ରାଦ୍ଧରେ ଭୋଜନକାରୀ — Partaking of the 'Ṡrāddha' offerings
- ବି — ଶ୍ରାଦ୍ଧ ବ୍ରାହ୍ମଣ (ଦେଖ) — Ṡrāddha. Brāhmaṇa. (See)
- ବି — ଶ୍ରାଦ୍ଧରେ ଦେୟ ବସ୍ତୁ — Articles given away on the occasion of a Ṡrāddha
- ବି — ଯେଉଁ ପିତୃଲୋକଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦିଆଯାଏ — The recipient of obsequel offering (Apte)